ବ୍ରହ୍ମଗିରି: ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଭସାପୋଲଟି ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଜହ୍ନିକୁଦା ସ୍ଥଳଭାଗ ଠାରୁ କିଛିବାଟ ଗଲାପରେ ଚ୍ୟାନେଲ ଠାରୁ ବିଚ୍ୟୁତ ହୋଇଥିଲା । ପରେ ଚିଲିକା ମଝିରେ ଲାଗି ରହିଛି । ଭସାପୋଲରେ 10ଟି ବାଇକ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ସମେତ ୨ ବସ ଅଛି ।
ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ, ଫସିଛନ୍ତି 50ରୁ ଉର୍ଦ୍ଧ୍ବ ଯାତ୍ରୀ - 2 passenger buses
ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଭସାପୋଲଟି ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଜହ୍ନିକୁଦା ସ୍ଥଳଭାଗ ଠାରୁ କିଛିବାଟ ଗଲାପରେ ଚ୍ୟାନେଲ ଠାରୁ ବିଚ୍ୟୁତ ହୋଇଥିଲା । ଅଧିକ ପଢନ୍ତୁ
ମଝି ଚିଲିକାରେ ଅଟକିଲା ଯାତ୍ରୀବାହି ଭସାପୋଲ
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ
Last Updated : Jan 20, 2022, 4:54 PM IST