ଓଡିଶା

odisha

ପୁରୀ ଡାକ୍ତରଖାନା ଏଟିଏମ୍ ନିକଟରୁ ଶିଶୁକନ୍ୟା ଉଦ୍ଧାର

By

Published : Jan 2, 2020, 7:10 PM IST

ପୁରୀ ଡାକ୍ତରଖାନା ବ୍ଳଡ ବ୍ୟାଙ୍କ ସମ୍ମୁଖ ଏଟିଏମ ନିକଟରୁ ଶିଶୁକନ୍ୟା ଉଦ୍ଧାର । ଅଧିକ ପଢନ୍ତୁ...

ପୁଣି ଅଲୋଡା ଶିଶୁକନ୍ୟା: ଏଟିଏମ୍ ପାଖରୁ ଉଦ୍ଧାର
ପୁଣି ଅଲୋଡା ଶିଶୁକନ୍ୟା: ଏଟିଏମ୍ ପାଖରୁ ଉଦ୍ଧାର

ପୁରୀ: ପୁଣି ଅଲୋଡା ହେଲା ଶିଶୁକନ୍ୟା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ ଡାକ୍ତରଖାନା ନିକଟରେ।

ପୁଣି ଅଲୋଡା ଶିଶୁକନ୍ୟା: ଏଟିଏମ୍ ପାଖରୁ ଉଦ୍ଧାର

ଡାକ୍ତରଖାନା ବ୍ଳଡ ବ୍ୟାଙ୍କ ସମ୍ମୁଖ ଏଟିଏମ ପାଖରେ ଏକ ଶିଶୁକନ୍ୟାକୁ କିଏ ଛାଡି ଚାଲିଯାଇଥିଲା। ଲୋକେ ଏହାକୁ ଦେଖିବାପରେ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପରେ ଚାଇଲଡ ଲାଇନ୍ କର୍ମକର୍ତ୍ତା ଶିଶୁକନ୍ୟାଟିକୁ ସେଠାରୁ ନେଇ ଚିକିତ୍ସା କରାଇଥିଲେ।

ତେବେ ଆଜିର ସଭ୍ୟ ସମାଜ ଶିଶୁ କନ୍ୟାକୁ ଏପରି ହତାଦର କରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details