ଓଡିଶା

odisha

ETV Bharat / state

ଚିଲିକାରେ ଡ଼ଲଫିନର ସ୍ଵାଭାବିକ ମୁତ୍ୟୁ

ଡ଼ଲଫିନଟି ଚିଲିକାର ବରୁଣକୁଦା ଅଞ୍ଚଳରେ ମରି ଭାସୁଥିବା ଖବରପାଇ ବନବିଭାଗ ଡିଲଫିନଟିର ମୃତଦେହକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

By

Published : Jun 9, 2021, 10:58 PM IST

ଚିଲିକାରେ ଡ଼ଲଫିନର ସ୍ଵାଭାବିକ ମୁତ୍ୟୁ
ଚିଲିକାରେ ଡ଼ଲଫିନର ସ୍ଵାଭାବିକ ମୁତ୍ୟୁ

ପୁରୀ: ସାତପଡ଼ା ବନବିଭାଗ ନିକଟ ଚିଲିକାରେ ଏରାୱାଡ଼ି ଡ଼ଲଫିନର ସ୍ଵାଭାବିକ ମୁତ୍ୟୁ । ସାତପଡ଼ା ରେଞ୍ଜର ମାନସ ମହାପାତ୍ରଙ୍କ ସୂଚନାନୁଯାଇ ଏରାୱାଡ଼ି ପ୍ରଜାତିର ଏକ ବୟସ୍କ ମାଈ ଡ଼ଲଫିନର ସ୍ଵାଭାବିକ ମୁତ୍ୟୁ ହୋଇଛି । ପ୍ରାୟ 7 ଦିନ ପୂର୍ବରୁ ଏହାର ମୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାମୁତାବକ, ଡ଼ଲଫିନଟି ଚିଲିକାର ବରୁଣକୁଦା ଅଞ୍ଚଳରେ ମରି ଭାସୁଥିବା ଖବରପାଇ ବନବିଭାଗ ଡିଲଫିନଟିର ମୃତଦେହକୁ ଉଦ୍ଧାର କରିଛି । ତାର ଲମ୍ବ 7 ଫୁଟ 4 ଇଞ୍ଚ ଏବଂ 4 ଫୁଟ 3 ଇଞ୍ଚ ଗୋଲେଇ । ମୃତ ଡଲଫିନଟିର ଶରୀରରେ କୌଣସି କ୍ଷତ ନଥିବାବେଳେ ଏହାର ପୋଷ୍ଟମଟମ କରାଯାଇଥିବା ସୂଚନା ମିଳିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details