ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରପଡା ଗ୍ରାମର ତ୍ରିନାଥ ବେହେରା ଗାଁ ପାଖ ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ବଜ୍ରପାତ । ବଜ୍ରାଘାତରେ 15ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଆହତ ହୋଇଛନ୍ତି ।
ବଜ୍ରାଘାତରେ 15 ମେଣ୍ଢା ମୃତ, ଚରାଳୀ ଗୁରୁତର - 15 goats died after thunderstorm in bramhagiri
ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରପଡା ଗ୍ରାମର ତ୍ରିନାଥ ବେହେରା ଗାଁ ପାଖ ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ 15 ମେଣ୍ଢାଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଜ୍ରାଘାତରେ ଜଣେ ଆହତ, 15 ମେଣ୍ଢା ମୃତ
ଗୁରୁତର ତ୍ରିନାଥଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ପୁରୀ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ