ନୂଆପଡା: ଦେଶବ୍ୟାପୀ ଜାରି ରହିଛି ଲକଡାଉନ । ନୂଆପଡା ଜ଼ିଲ୍ଲା ସିନାପାଲି ବୋଡେ଼ନ ବ୍ଲକର ପ୍ରାୟ 30 ଜଣ ଦାଦନ ଶ୍ରମିକ ତାମିଲନାଡୁରେ ଫସିଥିବା ଖବର ମିଳିଛି । ଶ୍ରମିକ ମାନଙ୍କ ପାଖରେ ଯାହା କିଛି ଟଙ୍କା ଥିଲା 11 ଦିନର ଲକ ଡାଉନରେ ତାହା ଖର୍ଚ୍ଚ ହୋଇଯାଇଛି ।
ତାମିଲନାଡୁରେ ଫସିଛନ୍ତି ନୂଆପଡାର ଶ୍ରମିକ