ଓଡିଶା

odisha

ETV Bharat / state

ବଢୁଛି ସଂକ୍ରମଣ, ଖଡିଆଳକୁ 7 ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ପାଇଁ ତେଜିଲା ଦାବି - ନୂଆପଡାରେ ବଢୁଛି କୋରୋନା ମାମଲା

କୋଭିଡ ସଂକ୍ରମଣ ରୋକିବା ନେଇ ଆଗେଇ ଆସିଛନ୍ତି ସ୍ବୟଂ ଶକ୍ତି ମହିଳା ମହାସଂଘ । ଖଡ଼ିଆଳକୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ଓ ସ୍ବାବ ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ହୋଇଛି ଦାବି । ଖଡ଼ିଆଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କଲେ ଦାବିପତ୍ର । ଅଧିକ ପଢନ୍ତୁ। .....

swayang sakti mahila mahasangha gave memorendam to nuapada collecter
ଖଡ଼ିଆଳକୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ପାଇଁ ଦାବି କଲେ ସ୍ବୟଂ ଶକ୍ତି ମହିଳା ମହାସଂଘ

By

Published : Sep 2, 2020, 7:20 AM IST

ନୂଆପଡା:କୋଭିଡ ସଂକ୍ରମଣ ରୋକିବା ନେଇ ଆଗେଇ ଆସିଛନ୍ତି ସ୍ବୟଂ ଶକ୍ତି ମହିଳା ମହାସଂଘ । ନୂଆପଡା ଜିଲ୍ଲା ଏନଏସି ଖଡ଼ିଆଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନକରାଯାଇଛି ।

ଖଡ଼ିଆଳକୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ପାଇଁ ଦାବି କଲେ ସ୍ବୟଂ ଶକ୍ତି ମହିଳା ମହାସଂଘ

ଖଡ଼ିଆଳକୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିବା ସହ ପ୍ରତ୍ୟେକ ୱାର୍ଡରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ଜରିଆରେ ସ୍ବାବ ସଂଗ୍ରହ କରି କୋଭିଡ ଚିହ୍ନଟ କରିବା ପାଇଁ ଦାବି କରିଛନ୍ତି । ଅପରପକ୍ଷେ ଏନଏସି ପରିସରରେ ସ୍ବାବ ସଂଗ୍ରହ ସଚେତନତା କାର୍ଯ୍ୟ ଚାଲିଥିବା ପ୍ରକାଶ କରିଛନ୍ତି ଖଡିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details