ଓଡିଶା

odisha

ETV Bharat / state

ନୂଆପଡାରେ ସଡକ ଦୁର୍ଘଟଣା, 2 ମୃତ

ନୂଆପଡା ସାନମହେଶ୍ବର ଗାଁଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 2 ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

By

Published : Jul 24, 2020, 11:28 AM IST

road accident in nuapada, 2 death
ନୂଆପଡାରେ ସଡକ ଦୁର୍ଘଟଣା : 2 ମୃତ

ନୂଆପଡା:ସାନମହେଶ୍ବର ଗାଁଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ ଭ୍ୟାନ ଧକ୍କାରେ 2 ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ 2 ଯୁବକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ପୋଡାପାଲି ଗାଁର ରାଜୁ ଶବର ଓ ଦୁମେରବାହାଲ ଗାଁର ଦିବ୍ୟରଞ୍ଜନ ଘିଭେଲା ବୋଲି ଜଣାପଡିଛି ।

ନୂଆପଡାରେ ସଡକ ଦୁର୍ଘଟଣା : 2 ମୃତ

ଖବର ପାଇ ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ଏବଂ ଦମକଳ ବାହିନୀ ଥିଲେ । ପୋଲିସ ପିକଅପ ଭ୍ୟାନକୁ ଜବତ କରିଥିବାବେଳେ,ଡ୍ରାଇଭର ଫେରାର ଥିବା ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details