ନୂଆପଡା: ଖଡ଼ିଆଳ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ କିଷାନ ମଜଦୁର ବଚାଓ ଦିବସ ପାଳନ କରାଯାଇଛି । ଏନେଇ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ନୂତନ କୃଷି ବିଲକୁ ନୂଆପଡାରେ ବିରୋଧ - nuapada news
କିଷାନ ମଜଦୂର ବଚାଓ ଦିବସ ପାଳନ । ଖଡ଼ିଆଳ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନୂତନ କୃଷି ବିଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....
କିଷାନ ମଜଦୂର ବଚାଓ ଦିବସ ପାଳନ , ନୂତନ କୃଷି ବିଲ ବିରୋଧରେ ବିକ୍ଷୋଭ
କିଷାନ ମଜଦୂର ବଚାଓ ଦିବସ ପାଳନ , ନୂତନ କୃଷି ବିଲ ବିରୋଧରେ ବିକ୍ଷୋଭ
ଖଡ଼ିଆଳ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯେଉଁଥିରେ କି ମୋଦି ସରକାରଙ୍କ ଦ୍ବାରା ପାରିତ ନୂତନ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ଦାବି କରିଛି । ନଚେତ ଆଗାମୀ ଦିନରେ ଦଳ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ