ନୂଆପଡା: ପାଳ ଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ନୂଆପଡା ଜ଼ିଲ୍ଲା କୋମନା ଥାନା କାଣ୍ଡେତରା ଗାଁ ନିକଟରେ ଥିବା ଏକ ପାଳ ଗଦାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାଣ୍ଡେତରା ଗାଁର ନକୁଳ ଭୋଇ ବୋଲି ଜଣାପଡିଛି ।
ପାଳଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର - ପାଳ ଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗାଁ ନିକଟରେ ଥିବା ଏକ ପାଳ ଗଦାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ପାଳ ଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ପାଳ ଗଦାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ପାଳ ଗଦାରେ ନିଆଁ ଲଗାଇ ପୋଡି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ନୂଆପଡା SDPO, କୋମନା ପୋଲିସ କାଣ୍ଡେତରା ଗାଁରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ