ଓଡିଶା

odisha

ETV Bharat / state

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ,2 ଗୁରୁତର - ନୂଆପଡା ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ନୂଆପଡା ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣ ଜଣେ ମୃତ ,ଦୁଇ ଜଣ ଗୁରୁତର । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ। ଅଧିକ ଖବର ପଢନ୍ତୁ...

elephant attack one death two injured in nuapada
ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ,2 ଗୁରୁତର

By

Published : Jan 31, 2020, 1:15 AM IST

ନୂଆପଡା: ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣ ଜଣେ ମୃତ , ଦୁଇ ଜଣ ଗୁରୁତର । ମୃତକ ହେଲେ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ (୪୭) ।

ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଟାଙ୍ଗରିପଡା ଗାଁର ରୂପଧର ଦଳ, ବିଷ୍ଣୁ ଦଳ ଏବଂ ଶ୍ୟାମସୁନ୍ଦର ଦଳ କୌଣସି କାମରେ ବାଇକ ଯୋଗେ ବାହାରକୁ ଯାଇଥିଲେ । ଘରକୁ ଫେରିବାବେଳେ ଦରଗାଁ ନିକଟସ୍ଥ ନାଳ ପାଖରେ ଦନ୍ତାହାତୀ ହାବୁଡ଼ାରେ ପଡିଯାଇଥିଲେ ।

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ,2 ଗୁରୁତର

ଦନ୍ତା ହାତୀ ଆକ୍ରମଣରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତରଙ୍କୁ ବୋଡ଼େନ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details