ଓଡିଶା

odisha

ETV Bharat / state

ଏଟିଏମ ତାଡିବାକୁ ଆସି ମୋବାଇଲ ଦୋକାନ ଲୁଟିଲେ ଲୁଟେରା

ନୂଆପଡାର ବୋଡିନ ସହରରେ ଏଟିଏମ ଲୁଟ ପାଇଁ ଯାଇ ବିଫଳ ହୋଇଛନ୍ତି ଲୁଟେରା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Jul 8, 2019, 7:46 PM IST

ନୂଆପଡା: ମାତିଛନ୍ତି ଲୁଟେରା । ଆଉ ଲୁଟେରାଙ୍କ ଟାର୍ଗେଟରେ ଏଟିଏମ । ତେବେ ଜିଲ୍ଲାର ବୋଡେନ ସହରରେ ଥିବା ଏସବିଆଇ ଏଟିଏମ ସହ ଜଗଦମ୍ବା ମୋବାଇଲ ଦୋକାନ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନାନୂଯାୟୀ, ରବିବାର ବିଳମ୍ବିତ ରାତ୍ରିରେ ବୋଡେନ ସହର ସ୍ଥିତ ଏଟିଏମକୁ ଦୁର୍ବୁତ୍ତ ଲୁହାରଡ଼ରେ ତାଡି ଲୁଟ ଉଦ୍ୟମ କରିଥିଲେ । ହେଲେ କୌଣସି କାରଣ ମତେ ଏଟିଏମ ଲୁଟି ପାରିନଥିବା ବେଳେ ନିକଟସ୍ଥ ଜଗଦମ୍ବା ମୋବାଇଲ ଦୋକାନ ସଟର ଭାଙ୍ଗି ଦୁଇ ଗୋଟି ଲାପଟପ ଚୋରି କରି ନେଇଛନ୍ତି । ଖବରପାଇ ବୋଡେ଼ନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details