ଓଡିଶା

odisha

By

Published : Mar 29, 2020, 3:33 PM IST

ETV Bharat / state

ଆନ୍ଧ୍ରରେ ଫସିଛନ୍ତି 30 ଓଡ଼ିଆ: ଉଦ୍ଧାର ପାଇଁ କଲେ ନିବେଦନ

କୋରୋନା ଭାଇରସ ଯୋଗୁଁ ଭାରତ ସଂପୂର୍ଣ୍ଣ ରୂପେ ଲକଡାଉନ ଘୋଷଣା ହେବା ପରେ ବିଦେଶରେ ଫସି ରହିଛନ୍ତି ବହୁ ଓଡ଼ିଆ ଶ୍ରମିକ । ବହୁ ଛାତ୍ରଛାତ୍ରୀ, ଶ୍ରମିକ ଉଦ୍ଧାର ହୋଇ ସାରିଥିଲେ ମଧ୍ୟ ଏବେ ବି ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି ନୂଆପଡା ଜ଼ିଲ୍ଲା ସିନାପାଲି ବୋଡେନ ବ୍ଳକର 30 ଶ୍ରମିକ । ଅଧିକ ପଢନ୍ତୁ...

30 Oriyas trapped in Andhra Pradesh: Petition for rescue
ଆନ୍ଧ୍ରରେ ଫସିଛନ୍ତି 30 ଓଡ଼ିଆ: ଉଦ୍ଧାର ପାଇଁ କଲେ ନିବେଦନ

ନୂଆପଡ଼ା: କୋରୋନା ଭାଇରସ ଯୋଗୁଁ ଗତ ୨୫ ତାରିଖ ଠାରୁ ଭାରତ ସଂପୂର୍ଣ୍ଣ ରୂପେ ଲକଡାଉନ ଘୋଷଣା ହେବା ପରେ ବିଦେଶରେ ଫସି ରହିଛନ୍ତି ବହୁ ଓଡ଼ିଆ ଶ୍ରମିକ । ତେବେ ଉଦ୍ଧାର ପାଇଁ ସହାୟତାର ହାତ ବଢାଇଥିଲେ ରାଜ୍ୟ ସରକାର । ବହୁ ଛାତ୍ରଛାତ୍ରୀ, ଶ୍ରମିକ ଉଦ୍ଧାର ହୋଇ ସାରିଥିଲେ ମଧ୍ୟ ଏବେ ବି ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି ନୂଆପଡା ଜ଼ିଲ୍ଲା ସିନାପାଲି ବୋଡେନ ବ୍ଳକର 30 ଶ୍ରମିକ ।

ଆନ୍ଧ୍ରରେ ଫସିଛନ୍ତି 30 ଓଡ଼ିଆ: ଉଦ୍ଧାର ପାଇଁ କଲେ ନିବେଦନ

ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ କମ୍ପାନୀ କାମ ବନ୍ଦ କରିଦେଇଛି । ଯାହା ଫଳରେ ରହିବା ଓ ଖାଇବାକୁ ମିଳୁନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ସେପଟେ ଓଡ଼ିଶା ସରକାର ତୁରନ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡିଓ ଜାରି କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details