ନୂଆପଡା:ଲକ ଡାଉନ ପାଇଁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ଓଡିଆ । ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ବିଭିନ୍ନ ଗାଁର 25 ଜଣ ଦାଦନ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଲକ ଡାଉନ ପାଇଁ ସେଠାରେ ଫସି ରହିଛନ୍ତି ଶ୍ରମିକ । ସେମାନଙ୍କ ପାଖରେ ରହିବା ପାଇଁ ଘର ନ ଥିବା ବେଳେ ବଞ୍ଚିବା ପାଇଁ ଖାଦ୍ୟ ମିଳୁ ନାହିଁ ।
ଚେନ୍ନାଇରେ ଲକ ଡାଉନ ପାଇଁ ଫସି ରହିଛନ୍ତି 25 ଦାଦନ
ଚେନ୍ନାଇରେ ଲକ ଡାଉନ ପାଇଁ ଫସି ରହିଛନ୍ତି 25 ଦାଦନ । ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ.....
ଚେନ୍ନାଇରେ ଲକ ଡାଉନ ପାଇଁ ଫସି ରହିଛନ୍ତି 25 ଦାଦନ
ଉଦ୍ଧାର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଭିଡ଼ିଓ ଜାରି କରି ଅପିଲ କରିଛନ୍ତି । ଫସିରହିଥିବା ଶ୍ରମିକ ମାନେ କଣ କହୁଛନ୍ତି ଆସନ୍ତୁ ଶୁଣିବା ।
ନୂଆପଡାରୁ ମୋତିଲାଲ ବାଗ , ଇଟିଭି ଭାରତ
TAGGED:
nuapada lockdown