ନୟାଗଡ଼:ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବନ୍ୟଜନ୍ତୁ l ଧାନ ଅମଳ ସମୟରେ ବାରହା ନଷ୍ଟ କରିବାରେ ଲାଗିଛନ୍ତି ଏକର ଏକର ଫସଲ l ଧାନ ପାଚିଲା ବେଳକୁ ବାରହା ପଲ ଏବଂ ମାଙ୍କଡ଼ ନଷ୍ଟ କରୁଛନ୍ତି l ଯାହା ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି l ନୟାଗଡ଼ର 8ଟି ବ୍ଲକରେ ବାରହା ଉପଦ୍ରଵ କରୁଛନ୍ତି l ଏକର ଏକର ଧାନ କ୍ଷେତ ନଷ୍ଟ କରୁଥିଲେ ବି ସରକାରୀ ସହାୟତା ମିଳୁନି l ଫଳରେ ହତାଶ ହୋଇପଡିଛି ଚାଷୀ ।
ବନ୍ୟଜନ୍ତୁଙ୍କ ଉପଦ୍ରବ: ନଷ୍ଟ ହେଉଛି ଏକର ଏକର ଧାନ ଚାଷ, ମିଳୁନି ସରକାରୀ ସହାୟତା
ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବନ୍ୟଜନ୍ତୁ l ଧାନ ଅମଳ ସମୟରେ ବାରହା ନଷ୍ଟ କରିବାରେ ଲାଗିଛନ୍ତି ଏକର ଏକର ଫସଲ l ଅଧିକ ପଢନ୍ତୁ...
ବନ୍ୟଜନ୍ତୁଙ୍କ ଉପଦ୍ରବ : ନଷ୍ଟ ହେଉଛି ଏକର ଏକର ଧାନ ଚାଷ, ମିଳୁନି ସରକାରୀ ସହାୟତା
ଏହି ଜଙ୍ଗଲି ଜନ୍ତୁଙ୍କ ପ୍ରାର୍ଦୁଭାବରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ପାଳି କରି ଫସଲ ଜଗୁଛନ୍ତି । ହେଲେ କୌଣସି ଲାଭ ମିଳୁନଥିବା ଚାଷୀ କହିଛନ୍ତି l ବନ ବିଭାଗର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ତେବେ ବର୍ଷକର ଫସଲ ବାର୍ହାଙ୍କ ପାଇଁ ଉଜୁଡି ଯାଉଥିବାରୁ ଦେଖି ସରକାରୀ ସହାୟତା ପାଇଁ ଆଶା ବାନ୍ଧି ବସିଛି ଚାଷୀ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ