ନୟାଗଡ: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ହେବ ପରବର୍ତ୍ତୀ ଶୁଣାଣି । ନୟାଗଡ ଚିଲଡ୍ରେନ କୋର୍ଟରେ ହେବ ଶୁଣାଣି । ଏସଆଇଟି ପକ୍ଷରୁ ଅଭିଯୁକ୍ତ ନାବାଳକର ଏଲଭିଏ ଟେଷ୍ଟ ପାଇଁ ହୋଇଥିବା ଆବେଦନ ସହ ନାବାଳିକଙ୍କ ପକ୍ଷରୁ ତାଙ୍କୁ ଏସଆଇଟି ନିର୍ଯ୍ୟାତନା ଦେବା ଉପରେ ବିଚାର ପାଇଁ ଆବେଦନ ହୋଇଛି । ଉଭୟ ଉପରେ ଆଜି ଶୁଣାଣି ହୋଇପାରେ । ଏଥିପାଇଁ କୋର୍ଟରେ ଅଭିଯୁକ୍ତକୁ ମଧ୍ୟ କୋର୍ଟରେ ହାଜର କରାଯାଇପାରେ ।
ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି - jadpur minor girl rape and murder case
ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ହେବ ପରବର୍ତ୍ତୀ ଶୁଣାଣି । ଅଭିଯୁକ୍ତ ନାବାଳକର ଏଲଭିଏ ଟେଷ୍ଟ ଓ ଏସଆଇଟିର ନିର୍ଯ୍ୟାତନା ଉପରେ ଶୁଣାଣି କରାଯିବ । ଅଧିକ ପଢନ୍ତୁ...
ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି
ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ