ନୟାଗଡ: ଯଦୁପୁରରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର । ପରୀ ଅପହରଣ ହତ୍ୟା ଘଟଣା ସମ୍ପର୍କରେ ପରୀଙ୍କ ଗାଁ ଯଦୁପୁରରେ ପହଞ୍ଚି ଘଟଣାସ୍ଥଳ ଦେଖିବା ସହ ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି କମିଶନର ।
ପରୀ ଗାଁରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର, ଘଟଣାସ୍ଥଳ କଲେ ପରିଦର୍ଶନ - pari murder case investigation
ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ନୟାଗଡର ଯଦୁପୁର ଗାଁରେ ପହଞ୍ଚିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର । ପରୀର ବାପା-ମା’ଙ୍କ ସହ ଭେଟି ଘଟଣା ସମ୍ପର୍କରେ କରିଛନ୍ତି ଆଲୋଚନା ଅଧିକ ପଢନ୍ତୁ...
ପରୀ ଗାଁରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର, ଘଟଣାସ୍ଥଳ କଲେ ପରିଦର୍ଶନ
ପରୀଙ୍କ ବାପା ଅଶୋକ ସାହୁ ଏବଂ ତାଙ୍କ ପତ୍ନୀ ସୌଦାମିନୀଙ୍କ ସହ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ କମିଶନର ଭେଟି ଆଲୋଚନା କରିଛନ୍ତି । ଗାଁରେ ତଦନ୍ତ କରି ନିଷ୍ପାପ ଶିଶୁ ପରୀ ହତ୍ୟାକାଣ୍ଡ ଘଟଣା ଏକ ଦୁର୍ଭାଗ୍ୟଜନକ କହିଛନ୍ତି ସେ l ତେବେ ଶିଶୁ ମାନଙ୍କ ସୁରକ୍ଷା କିଭଳି କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି କମିଶନର l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ