ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’ - saroj reaction on pari issue
![ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’ ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’](https://etvbharatimages.akamaized.net/etvbharat/prod-images/768-512-10116847-thumbnail-3x2-p.jpg)
ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’
18:19 January 04
ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’
ସରୋଜ ସେଠୀଙ୍କ ବଡ଼ ବୟାନ: ‘SIT ମୋତେ ବାଡେଇଛି’
ନୟାଗଡ଼ :ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀଙ୍କ ବଡ଼ ବୟାନ l ' ନା ମୁଁ କିଛି ଜାଣିନି l ମୁଁ ନିର୍ଦ୍ଦୋଷ l ଏସଆଇଟି ମୋତେ ବାଡେଇଛି ସାର l ମୁଁ ନିର୍ଦ୍ଦୋଷ, ମତେ ଫସାଯାଇଛି l ମୁଁ କିଛି ଜାଣିନି 'ବୋଲି ବଡ଼ ପାଟିରେ କହିଲା ସରୋଜ l 14 ଦିନରେ ଆଜି ନୟାଗଡ଼ ପୋକସୋ କୋର୍ଟରେ ହାଜର ହୋଇଥିଲା ସରୋଜ l ଏହି ସମୟରେ ସରୋଜ ଏଭଳି କିଛି କହିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Jan 4, 2021, 6:42 PM IST