ଓଡିଶା

odisha

ETV Bharat / state

Derogatory Remarks Against President: କଡା ନିନ୍ଦା କଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର

ରାଷ୍ଟ୍ରପତିଙ୍କ ବିରୋଧରେ ଟିଏମସି ନେତା ଅଖିଳ ଗିରିଙ୍କ ବିବାଦୀୟ ମନ୍ତବ୍ୟ ଘଟଣା ନୟାଗଡରେ କୁଶପୁତ୍ତଳିକା ଦାହ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ

Derogatory remarks against President: କଡା ନିନ୍ଦା କଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର
Derogatory remarks against President: କଡା ନିନ୍ଦା କଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର

By

Published : Nov 12, 2022, 11:02 PM IST

ନୟାଗଡ: ରାଷ୍ଟ୍ରପତିଙ୍କ ବିରୋଧରେ ଟିଏମସି ନେତା ଅଖିଳ ଗିରିଙ୍କ ବିବାଦୀୟ ମନ୍ତବ୍ୟ ଘଟଣା ନୟାଗଡରେ କୁଶପୁତ୍ତଳିକା ଦାହ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) ।

Derogatory remarks against President: କଡା ନିନ୍ଦା କଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର

ରାଷ୍ଟ୍ରପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ପ୍ରସଙ୍ଗରେ ନୟାଗଡରେ ଗର୍ଜିଲେ ବିଜେପି ନେତା । ଟିଏମସି ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ କୁଶପୁତ୍ତଳିକା ଦାହ କଲେ ବିଜେପି କର୍ମୀ । ଘୃଣ ମନ୍ତବ୍ୟ ଆଦିବାସୀ ମହିଳା ବିରୋଧି ମାନସିକତା ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ଆଜି ନୟାଗଡ ଓଡଗାଁ ରୁ ବିଜେପି ଏକ ରାଲି ବାହାରି ଭାଡ଼ିକିଳା ପଞ୍ଚାୟତରେ ଆୟୋଜିତ ଦଳୀୟ ସାଂଗଠନିକ ସମାବେଶରେ ଯୋଗଦେଇ ବିବାଦୀୟ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ସମ୍ବିତ । ଏହି ମନ୍ତବ୍ୟ ସମସ୍ତ ଓଡ଼ିଆ ମହିଳାଙ୍କ ଅସମ୍ମାନ ଏବଂ 5 କୋଟି ଓଡ଼ିଆଙ୍କୁ ଅସମ୍ମାନ ବୋଲି କହିଛନ୍ତି ସେ ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details