ନୟାଗଡ଼: ଆଜି ନୟାଗଡ଼ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୟାଗଡ଼ର ନୂଆଗାଁ ରେଳ ଷ୍ଟେସନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଅନ୍ଯାନ୍ୟ କାର୍ଯ୍ୟକ୍ରମର ଘୋଷଣା କରିପାରନ୍ତି ରେଳ ମନ୍ତ୍ରୀ ।
ନୟାଗଡ଼ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ - ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନ୍ୟୁଜ
ନୟାଗଡ଼ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନୟାଗଡ଼ର ନୂଆଗାଁ ରେଳ ଷ୍ଟେସନ ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଘୋଷଣା କରିପାରନ୍ତି । ଅଧିକ ପଢନ୍ତୁ
![ନୟାଗଡ଼ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୟାଗଡ଼ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ](https://etvbharatimages.akamaized.net/etvbharat/prod-images/768-512-15697587-838-15697587-1656578875370.jpg)
ନୟାଗଡ଼ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ତେବେ ଭୁବନେଶ୍ବରରୁ ମହିପୁର ଯାଏଁ ଚାଲୁଥିବା ଟ୍ରେନର ନୂଆଗାଁ ରୋଡ ଯାଏଁ ସମ୍ପ୍ରସାରଣ ସହ ଆସନ୍ତା ୧ରୁ ନୂଆଗାଁରୁ ପୁରୀକୁ ନୂତନ ଟ୍ରେନ ଚାଲିବା ପାଇଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସେବା ଏକ୍ସପ୍ରେସ ବୋଲଗଡ଼ ପି.ଏଚରେ ରହଣୀର ଘୋଷଣା କରାଯିବା ସହ ବୋଲଗଡ଼ ପି.ଏଚକୁ ଷ୍ଟେସନ ଭାବେ ଘୋଷଣା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଇଟିଭି ଭାରତ, ନୟାଗଡ଼