ନୟାଗଡ:ନୟାଗଡ଼ ଯଦୁପୁରକୁ ଆଜି ଉଭୟ କଂଗ୍ରେସ ଏବଂ ବିଜେପିର ସ୍ବତନ୍ତ୍ର ଟିମ ଆସି ପରୀ ପାଇଁ ନ୍ୟାୟ ଦାବି କରିଛନ୍ତି l ପରୀ ବାପା ମା 'ଙ୍କୁ ବିଜେପି ଏବଂ କଂଗ୍ରେସ ପରୀକୁ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବେ ବୋଲି ଉଭୟ ଦଳ କହିଛନ୍ତି l
ପରୀ ପରିବାରକୁ ଭେଟିଲା ଇଟିଭି ଭାରତ, ଶୁଣନ୍ତୁ - pari parents reaction on political party
ପରୀ ହତ୍ୟା ମାମଲା । ପରୀ ପାଇଁ ନ୍ୟାୟ ଦାବି କଲେ ବିଜେପି-କଂଗ୍ରେସ । ଅଧିକ ପଢନ୍ତୁ...

ଭେଟିଲେ ବିଜେପି-କଂଗ୍ରେସ ଦଳ,କଣ କହୁଛନ୍ତି ପରୀ ବାପା-ମା ?
ତେବେ ଉଭୟ ଦଳ ପରୀ ବାପା ମା'ଙ୍କ ସହ ଆଲୋଚନା ପରେ ସେମାନଙ୍କ ପ୍ରତିକ୍ରିୟା କଣ ରହିଛି ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
ଭେଟିଲେ ବିଜେପି-କଂଗ୍ରେସ ଦଳ,କଣ କହୁଛନ୍ତି ପରୀ ବାପା-ମା ?
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ