ଓଡିଶା

odisha

ETV Bharat / state

ବିଷାକ୍ତ ଶାଗ ଖାଇ ଶିଶୁ କନ୍ୟା ମୃତ, 3 ଗୁରୁତର

ବିଷାକ୍ତ ଚଣା ଶାଗ ଖାଇ ଜଣେ ୩ ବର୍ଷର ଶିଶୁ କନ୍ୟା ମୃତ ଓ 3 ମହିଳା ଗୁରୁତର । ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଏପରି ଅଘଟଣ ।

ବିଷାକ୍ତ ଶାଗ ଖାଇ ଶିଶୁ କନ୍ୟା ମୃତ, 3 ଗୁରୁତର
ବିଷାକ୍ତ ଶାଗ ଖାଇ ଶିଶୁ କନ୍ୟା ମୃତ, 3 ଗୁରୁତର

By

Published : Jan 11, 2021, 10:07 AM IST

Updated : Jan 11, 2021, 10:42 AM IST

ନୟାଗଡ଼: ଶରଣକୁଳ ଥାନାର ବରସାହି ଗାଁରେ ଘଟିଛି ଅଭାବନୀୟ ଘଟଣା l ବିଷାକ୍ତ ଚଣା ଶାଗ ଖାଇ ଜଣେ ୩ବର୍ଷର ଶିଶୁ କନ୍ୟା ମୃତ ଓ 3 ମହିଳା ଗୁରୁତର।

ବିଷାକ୍ତ ଶାଗ ଖାଇ ଶିଶୁ କନ୍ୟା ମୃତ, 3 ଗୁରୁତର

ମୃତ ଶିଶୁ କନ୍ୟା ଜଣକ ହେଲେ ଟୁଇଁକିଲି ମୁଦୁଲି। ଅନ୍ୟପଟେ ମୃତକଙ୍କ ମା', ଜେଜେମା ଓ ଆଈ ଗୁରୁତର ଅଛନ୍ତି l ଗୁରୁତରମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାତିରେ ଚଣାଶାଗ ରାନ୍ଧି ଖାଇଥିବା ସୂଚନା ରହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

Last Updated : Jan 11, 2021, 10:42 AM IST

ABOUT THE AUTHOR

...view details