ନୟାଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ନିଖୋଜ । ଗତ 28 ତାରିଖରେ ନୟାଗଡ଼ ନୋତର ଗାଁର ରବି ସ୍ୱାଇଁଙ୍କ ପତ୍ନୀ ଜଲି ସ୍ୱାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପୁତ୍ରଟି ଜନ୍ମ ହେବା ପରେ ଜନୈକ ନର୍ସ ନବଜାତ ଶିଶୁ ପୁତ୍ରକୁ ଟିକା ଦେବାକୁ କହି ନେଇଥିଲେ । ମାତ୍ର ପରେ ଆଉ ଆଣିନଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ନିଖୋଜ ! - ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ନିଖୋଜ
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ନିଖୋଜ । ଗତ 28 ତାରିଖରେ ନୟାଗଡ଼ ନୋତର ଗାଁର ରବି ସ୍ୱାଇଁଙ୍କ ପତ୍ନୀ ଜଲି ସ୍ୱାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଅଧିକ ପଢନ୍ତୁ
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ନିଖୋଜ
ଦୀର୍ଘ 6 ଦିନ ହେବ ଶିଶୁ ପୁତ୍ରକୁ ମେଡିକାଲରେ ଖୋଜି ଖୋଜି ନୟାନ୍ତ ହେଲେଣି ଦମ୍ପତି । ଉଭୟ ସ୍ୱାମୀ ସ୍ତ୍ରୀ, ଶିଶୁ ପୁତ୍ରକୁ ନେଇଥିବା ନର୍ସଙ୍କୁ ପଚାରିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଉନଥିବା କହିଛନ୍ତି । ତେବେ ପୋଲିସ ଅଭିଯୋଗ ପାଇ ତନାଘନା ଚଳାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ