ନୟାଗଡ: ଡେଲାଙ୍ଗ ପୋଲିସକୁ ସଫଳତା । ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କଲା ପୋଲିସ । 5ଟି ବାଇକ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ଦେଉଳପଲ୍ଲୀ ଗ୍ରାମର ଦୀପକ ପ୍ରଧାନ ।
ନୟାଗଡରେ ଚୋରା ବାଇକ ରାକେଟ ଠାବ: 5 ବାଇକ ଜବତ, ଜଣେ ଗିରଫ - nayagarh bike lootera gang
ଚୋରା ବାଇକ ରାକେଟର ଠାବ କରି ନୟାଗଡ ପୋଲିସ 5ଟି ଚୋରା ବାଇକ ସହ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ବାଇକ ରାକେଟ ଉପରେ ପୋଲିସର ଚଢାଉ
ସୂଚନା ଅନୁସାରେ, ବାଇକ ରାକେଟ ତଦନ୍ତ ବେଳେ ଦୀପକଙ୍କ ସମ୍ପୃକ୍ତି ନେଇ ଜାଣିବାକୁ ପାଇଥିଲା ପୋଲିସ । ଅଚାନକ ଚଢାଉ କରି ପୋଲିସ 5ଟି ବାଇକ ଜବତ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Oct 8, 2020, 1:27 PM IST