ନୟାଗଡ:ବିବାହର ପ୍ରତିଶୃତି ଦେଇ ପ୍ରତାରଣା ମାମଲାର ଆସିଲା ରାୟ । ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ । ତେବେ ଏହି ଘଟଣା 2020 ମସିହାର ହୋଇଥିବା ସୂଚନା ।
ବିବାହର ପ୍ରତିଶୃତି ଦେଇ ପ୍ରତାରଣା: ଦୋଷୀକୁ 10 ବର୍ଷ ଜେଲ ଦଣ୍ଡ - ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗରେ ଯୁବକକୁ 10 ବର୍ଷ ଜେଲ
ପ୍ରଥମେ ବିବାହର ପ୍ରତିଶୃତି, ପରେ ପ୍ରତାରଣା । ଯୁବତୀଙ୍କୁ ମିଳିଲା ନ୍ୟାୟ । ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲା ଅଭିଯୁକ୍ତ । ଅଧିକ ପଢନ୍ତୁ
ବିବାହର ପ୍ରତିଶୃତି ଦେଇ ପ୍ରତାରଣା: ଦୋଷୀକୁ 10 ବର୍ଷ ଜେଲ ଦଣ୍ଡ
ବିବାହର ପ୍ରତିଶୃତି ଦେଇ ପ୍ରତାରଣା: ଦୋଷୀକୁ 10 ବର୍ଷ ଜେଲ ଦଣ୍ଡ
ସୂଚନା ଅନୁଯାୟୀ, ନୟାଗଡ଼ର ଜଣେ ଯୁବକ 21 ବର୍ଷୀୟ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରତାରଣା କରିବାରୁ ଏନେଇ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ଯୁବତୀ । ଆଜି(ଶନିବାର) ଏନେଇ ନୟାଗଡ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟରେ ଶୁଣାଣି କରାଯାଇ ଦୋଷୀଙ୍କୁ 10 ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ