ବ୍ରେନ ମ୍ୟାପିଂ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ - nayagarh minor murder case

ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା: ବ୍ରେନ ମ୍ୟାପିଂ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ
14:14 January 13
ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା: ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ଅମଙ୍ଗ
ନୟାଗଡ: ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ପରେ ବ୍ରେନ ମ୍ୟାପିଂ ପାଇଁ ଅମଙ୍ଗ ହେଲା ଅଭିଯୁକ୍ତ। ବ୍ରେନ ମ୍ୟାପିଂର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜୁଭେନାଇଲ କୋର୍ଟ । LVA ଟେଷ୍ଟ ପାଇଁ ଆବେଦନ କରିପାରେ SIT ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Jan 13, 2021, 3:18 PM IST