ଓଡିଶା

odisha

By

Published : Jan 27, 2022, 10:44 PM IST

ETV Bharat / state

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ନୟାଗଡ, ଜାଣନ୍ତୁ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା

ଜିଲ୍ଲା ପରିଷଦ ଆସନ ପାଇଁ ନୟାଗଡ଼ରେ ଜମିବ ପଞ୍ଚାୟତ ନିର୍ବାଚନ । ୪ଟି ନିର୍ବାଚନ ମଣ୍ଡଳୀରେ ଲଢ଼ିବେ ପ୍ରମୁଖ ରାଜନୈିତକ ଦଳର ୭୨ ଜଣ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

know the names of zilla parishad candidates of nayagarh
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ନୟାଗଡ଼, ଜାଣନ୍ତୁ ଏଠାକାର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା

ନୟାଗଡ଼:ଜିଲ୍ଲା ପରିଷଦ ଆସନ ପାଇଁ ନୟାଗଡ଼ରେ ଜମିବ ପଞ୍ଚାୟତ ନିର୍ବାଚନ । ୪ଟି ନିର୍ବାଚନ ମଣ୍ଡଳୀରେ ଲଢ଼ିବେ ପ୍ରମୁଖ ରାଜନୈିତକ ଦଳର ୭୨ ଜଣ ପ୍ରାର୍ଥୀ । ଏହାକୁ ନେଇ ନୟାଗଡ଼ ଜିଲ୍ଲା ରାଜନୀତି ସରଗରମ ରହିଛି । ଜାଣନ୍ତୁ ନୟାଗଡ଼ ଜିଲ୍ଲା ପରିଷଦର ୨୪ଟି ଜୋନର ପ୍ରାର୍ଥୀମାନଙ୍କ ତାଲିକା :-

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ନୟାଗଡ଼, ଜାଣନ୍ତୁ ଏଠାକାର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା

ବିଜେଡି
ଜୋନ୍ ୧ ପାଇଁ ଝିଲ୍ଲୀ ପ୍ରଧାନ, ଜୋନ୍ ୨ ବିରଜାଲକ୍ଷ୍ମୀ ସାହୁ, ଜୋନ୍ ୩ ଚିନ୍ମୟୀ ଦାଶ, ଜୋନ୍ ୪ ସଂଯୁକ୍ତା ପଢ଼ିଆରୀ, ଜୋନ୍ ୫ ରାମେଶ୍ଵର ଶତପଥୀ, ଜୋନ୍ ୬ ରଞ୍ଜିତା ସାହୁ, ଜୋନ୍ ୭ ବିଷ୍ଣୁପ୍ରିୟା ବେହେରା, ଜୋନ୍ ୮ ନରେଶ ବେହେରା, ଜୋନ ୯ ହରିଶ ଚନ୍ଦ୍ର ଜାନୀ, ଜୋନ୍ ୧୦ ସତ୍ୟଭାମା ନାୟକ, ଜୋନ୍ ୧୧ ବସନ୍ତ କୁମାର ପ୍ରଧାନ, ଜୋନ୍ ୧୨ ସୁବାଷ କହଁର, ଜୋନ ୧୩ କ୍ଷୀରୋଦ କୁମାର ମହାପାତ୍ର, ଜୋନ୍ ୧୪ ଆଶିଷ ଅଗ୍ରୱାଲ, ଜୋନ ୧୫ ସରୋଜ ରଣସିଂହ, ଜୋନ୍ ୧୬ ଜସ୍ମିନ ଦାସ, ଜୋନ୍ ୧୭ ପ୍ରତିମା ଦଳବେହେରା, ଜୋନ୍ ୧୮ ଧର୍ମେନ୍ଦ୍ର କୁମାର ଧଳ, ଜୋନ୍ ୧୯ ସୁଶାନ୍ତ କୁମାର ସାହୁ, ଜୋନ ୨୦ ବିଜୟ କୁମାର ସାମନ୍ତରାୟ, ଜୋନ୍ ୨୧ ରଜନୀରାଣୀ ପଟ୍ଟନାୟକ, ଜୋନ୍ ୨୨ ଦେବାଶିଷ ପଟ୍ଟନାୟକ, ଜୋନ୍ ୨୩ ନର୍ମଦା କୁମାରୀ ରାୟ ଜୋନ୍ ୨୪ ଜ୍ୟୋସ୍ନାମୟୀ ଦାଶ ।

କଂଗ୍ରେସ
ଜିଲ୍ଲା ପରିଷଦ ଜୋନ୍ ୧ ଜ୍ୟୋସ୍ନାରାଣୀ ନାୟକ, ଜୋନ୍ ୨ ସବିତା କର, ଜୋନ୍ ୩ ସଶ୍ମିତା ଦାଶ, ଜୋନ୍ ୪ ରୁନା ବିଶୋଇ, ଜୋନ୍ ୫ ପ୍ରକାଶ ଖୁଣ୍ଟିଆ, ଜୋନ୍ ୬ ମାଳତୀ ବେହେରା, ଜୋନ୍ ୭ ରଶ୍ମିତା ପ୍ରଧାନ, ଜୋନ୍ ୮ ଇଂ.ଚିନ୍ମୟୀ ମହାଳିକା, ଜୋନ୍ ୯ ସୁବାଷ ଚନ୍ଦ୍ର ମଳିକ, ଜୋନ୍ ୧୦ ବନିତା ବେହେରା, ଜୋନ୍ ୧୧ ଅର୍ଜୁନ ପ୍ରଧାନ, ଜୋନ୍ ୧୨ ବୃନ୍ଦାବନ ନାୟକ, ଜୋନ୍ ୧୩ ହୋସେନ ଖାଁ, ଜୋନ୍ ୧୪ ପୂର୍ଣ୍ଣଚନ୍ଦ୍ର ସାଆନ୍ତ, ଜୋନ୍ ୧୫ ଆଦିତ୍ୟ ପ୍ରସାଦ ପରିଡ଼ା, ଜୋନ୍ ୧୬ ରଜନୀ ଦାସ, ଜୋନ୍ ୧୭ କଳ୍ପନା ଚମ୍ପରି, ଜୋନ୍ ୧୮ ଅରୁପମା ଧଳ, ଜୋନ୍ ୧୯ ନବୀନ ପ୍ରଧାନ, ଜୋନ୍ ୨୦ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜୋନ୍ ୨୧ ସରୋଜିନୀ ପରିଡ଼ା, ଜୋନ୍ ୨୨ ପ୍ରସନ୍ନ କୁମାର ସୁବୁଦ୍ଧି, ଜୋନ୍ ୨୩ ନିରୁପମା କର, ଜୋନ୍ ୨୪ ଆରତୀ ଜେନା ।

ବିଜେପି

ଜିଲ୍ଲା ପରିଷଦ ଜୋନ୍ ୧ ଧରିତ୍ରୀ ସେଠୀ, ଜୋନ୍ ୨ ଆରତୀ ଗୌଡ଼, ଜୋନ୍ ୩ କୁମାରୀ ପାତ୍ର, ଜୋନ୍ ୪ ପ୍ରତୀମା ପ୍ରଧାନ, ଜୋନ୍ ୫ ନିର୍ମଳ ବିଶ୍ବାଳ, ଜୋନ୍ ୬ କବିତା ରାଉତ, ଜୋନ୍ ୭ ଜୟଶ୍ରୀ ବେହେରା, ଜୋନ୍ ୮ ସୁଶାନ୍ତ ନାୟକ, ଜୋନ୍ ୯ ଗୋଲେଖ କହଁର, ଜୋନ୍ ୧୦ ସଙ୍ଗୀତା କୁମାରୀ ନାୟକ, ଜୋନ୍ ୧୧ ଦେବେନ୍ଦ୍ର କୁମାର ପ୍ରଧାନ, ଜୋନ୍ ୧୨ ସନ୍ତୋଷ ପ୍ରଧାନ, ଜୋନ୍ ୧୩ ନସିର ଅହମ୍ମଦ, ଜୋନ୍ ୧୪ ବିରେନ୍ଦ୍ର କୁମାର ନାୟକ, ଜୋନ୍ ୧୫ ସୌମ୍ୟ ରଞ୍ଜନ ପ୍ରଧାନ, ଜୋନ୍ ୧୬ ସନ୍ଧ୍ୟାରାଣୀ ସେଠୀ, ଜୋନ୍ ୧୭ ପ୍ରତିଭା ଜେନା, ଜୋନ୍ ୧୮ ପ୍ରଦୀପ ପଟ୍ଟନାୟକ, ଜୋନ୍ ୧୯ କାର୍ତ୍ତିକ ନାୟକ, ଜୋନ୍ ୨୦ ସଞ୍ଜୟ ଦାଶ, ଜୋନ୍ ୨୧ ସସ୍ମିତା ମାର୍ଥା, ଜୋନ୍ ୨୨ ମହେନ୍ଦ୍ର କୁମାର ସାହୁ, ଜୋନ୍ ୨୩ ଲକ୍ଷ୍ମୀପ୍ରିୟା ତରାଇ, ଜୋନ୍ ୨୪ ବୁଦ୍ଧିମତୀ ପ୍ରଧାନ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details