ଓଡିଶା

odisha

ETV Bharat / state

ହୁତୁ ହୁତୁ ହୋଇ ଜଳୁୁଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ - ନିଆଁକୁ ଆୟତ କରିଛିନ ଅଗ୍ନିଶମ ବାହିନୀ

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣିକିଲୋ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ଅଧିକ ପଢନ୍ତୁ...

ଜଳୁୁଛି ଜଙ୍ଗଲ
ଜଳୁୁଛି ଜଙ୍ଗଲ

By

Published : Feb 28, 2021, 9:09 AM IST

ନୟାଗଡ:ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣିକିଲୋ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ଜଙ୍ଗଲରେ ଏପରି ନିଆଁ ଲାଗିବା ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।

ଜଳୁୁଛି ଜଙ୍ଗଲ

ସୂଚନାଅନୁସାରେ ଗଡବାଣିକିଲୋ-ସାନକିଲୋ ରାସ୍ତା ପାର୍ଶ୍ବରେ ଥିବା ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲରେ ଏପରି ଅଚାନକ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ତେବେ କେହି ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରିଛନ୍ତି ଗ୍ରାମବାସୀ ।

ନିଆଁ ଲାଗିବାର ଖବର ପାଇ ଗ୍ରାମବାସୀ,ସ୍ଥାନୀୟ ଅଗ୍ନିଶମ ବାହିନୀ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି । ତେବେ ଜଙ୍ଗଲରେ ଏପରି ଅଚାନକ ଅଗ୍ନିକାଣ୍ଡ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details