ଓଡିଶା

odisha

ETV Bharat / state

ଆଜି ଜାଗର; ଶୈବପୀଠରେ ପ୍ରଶାସନର ନଜର - ଶୈବପୀଠରେ ପ୍ରଶାସନର ନଜର

ଆଜି ମହାଶିବରାତ୍ରୀ । ଶୈବପୀଠକୁ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିରରେ କୋଭିଡ ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଅଧିକ ପଢନ୍ତୁ...

୍
ଶୈବପୀଠରେ ପ୍ରଶାସନର ନଜର

By

Published : Mar 11, 2021, 11:36 AM IST

ନୟାଗଡ: ଆଜି ହେଉଛି ମହାଶିବରାତ୍ରୀ । ବିଶେଷ କରି ଆଜିର ଦିନରେ ଶିବଶଙ୍କରଙ୍କ ପୀଠରେ ଭକ୍ତମାନଙ୍କର ଭିଡ ଲାଗିଥାଏ । କୋରୋନା ସମୟରେ ନୟାଗଡ ଜିଲ୍ଲାରେ ଥିବା ସମସ୍ତ ଶୈବପୀଠରେ କୋରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଶୈବପୀଠରେ ପ୍ରଶାସନର ନଜର

ସମସ୍ତ କଟକଣା ସହିତ ଶିବ ମନ୍ଦିରରେ ଯେପରି ବେଶୀ ଗହଳି ନହୁଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋରୋନାର ସବୁ ନିୟମକୁ ମାନି ପୂଜା କରିବାରୁ ନିର୍ଦ୍ଦେଶ ଜାରି ହୋଇଛି । ପୀଠରେ ନିୟମ ଉଲଘଂନ କଲେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details