ନୟାଗଡ଼ :ଠିକା ସଂସ୍ଥା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନୟାଗଡ଼ ବିଦ୍ୟୁତ ଡିଭିଜନର କର୍ମଚାରୀ । ଦୁଇ ମାସ ଧରି ପ୍ରାପ୍ୟ ନ ମିଳିବା, ସ୍ବଳ୍ପ ଦରମାରେ ଡ୍ୟୁଟି ସମୟରୁ ଅଧିକ ସମୟ କାର୍ଯ୍ୟ କରିବା ନେଇ କର୍ମଚାରୀଙ୍କୁ ବାଧ୍ୟ କରିବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି ।
ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା
ଦୁଇ ମାସ ଧରି ପ୍ରାପ୍ୟ ନମିଳିବା ନେଇ ଠିକା ସଂସ୍ଥା ବିରୋଧରେ ଆନ୍ଦୋଳନ । ନୟାଗଡ଼ ବିଦ୍ୟୁତ ଡିଭିଜନର କର୍ମଚାରୀଙ୍କ ଚାଲିଛି ଧାରଣା । ଅଧିକ ପଢନ୍ତୁ..
ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା
ଏନେଇ ସମ୍ପୃକ୍ତ ଠିକା ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଦ୍ୟୁତ କର୍ମଚାରୀ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ଦାବି ପୁରଣ ନ ହେଲେ କାର୍ଯ୍ୟବନ୍ଦ କାରାଯିବ ବୋଲି ଚେତାବନୀ ଦିଆଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ