ନୟାଗଡ : ଅଫେରା ରାଇଜରେ ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥ l ସାରା ରାଜ୍ୟରେ କାର୍ଟୁନ କ୍ଷେତ୍ରରେ ସେ ସ୍ୱତନ୍ତ୍ର ସ୍ଥାନ ହାସଲ କରି ସଭିଙ୍କ ପ୍ରିୟ ହୋଇପାରିଥିଲେ l ତାଙ୍କ ଅକାଳ ବିୟୋଗରେ ଅନେକ ପ୍ରତିଷ୍ଠିତ ଲୋକ ଶୋକ ପ୍ରକାଶ କରିଛନ୍ତି l ଓଡ଼ିଶାର ଖ୍ୟାତନାମା କାର୍ଟୁନିଷ୍ଟ , ଲେଖକ, ଢୁମ୍ପା ସଙ୍ଗୀତର ପ୍ରଚାରକ, ନୟାଗଡ଼ ଜିଲ୍ଲା ତଥା ଖଣ୍ଡପଡା ଅଞ୍ଚଳର ସୁଯୋଗ୍ୟ ସନ୍ତାନ ଥିଲେ ।
ଅଫେରା ରାଇଜରେ ବିଶିଷ୍ଟ କାର୍ଟୁନିଷ୍ଟ, ବିଭିନ୍ନ ମହଲରୁ ଶୋକ - କାର୍ଟୁନିଷ୍ଟ କିଶୋର ରଥ
ଅଫେରା ରାଇଜରେ ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥ l ତାଙ୍କ ଅକାଳ ବିୟୋଗରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ । ଅଧିକ ପଢନ୍ତୁ...
ଅଫେରା ରାଇଜରେ ବିଶିଷ୍ଟ କାର୍ଟୁନିଷ୍ଟ, ବିଭିନ୍ନ ମହଲରୁ ଶୋକପ୍ରକାଶ
କିଶୋର ରଥଙ୍କ ଅକାଳ ବିୟୋଗରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଏବଂ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଆଜି ସନ୍ଧ୍ୟାରେ( ସୋମବାର) ନୟାଗଡ଼ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ମୁଖ୍ୟଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସେହିପରି ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋକପ୍ରକାଶ କରାଯାଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Nov 8, 2021, 11:00 PM IST