ନୟାଗଡ଼:ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ଶହୀଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପ୍ରାର୍ଥିବ ଶରୀର । ତ୍ରିପୁରା ସୀମାରେ BSF ଯବାନ ଭାବେ କାର୍ଯ୍ୟରତ ଥିବାବେଳେ ବୈକୁଣ୍ଠନାଥଙ୍କ ଗତ 23 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି(ଶନିବାର) ସକାଳୁ ତାଙ୍କର ମୃତ ଶରୀର ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ପହଞ୍ଚିଲା BSF ଯବାନଙ୍କ ପାର୍ଥୀବ ଶରୀର, ଗାଁରେ ଶୋକାକୁଳ ପରିବେଶ - କୁଞ୍ଜବନ ଗାଁରେ ପହଞ୍ଚିଲା ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପ୍ରାର୍ଥିବ ଶରୀର
ନୟାଗଡ ଜିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ଶହୀଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପାର୍ଥୀବ ଶରୀର । ଅଧିକ ପଢନ୍ତୁ
ପହଞ୍ଚିଲା BSF ଯବାନଙ୍କ ପ୍ରାର୍ଥିବ ଶରୀର, ଗାଁରେ ଶୋକାକୁଳ ପରିବେଶ
ପହଞ୍ଚିଲା BSF ଯବାନଙ୍କ ପ୍ରାର୍ଥିବ ଶରୀର, ଗାଁରେ ଶୋକାକୁଳ ପରିବେଶ
ଗାଁର ଶତାଧିକ ଲୋକଙ୍କ ଉପସ୍ଥିତରେ ତାଙ୍କ ପାର୍ଥୀବ ଶରୀରକୁ ଗ୍ରାମରେ ପରିକ୍ରମା କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । 1986 ମସିହାରେ ଭାରତୀୟ ସ୍ଥଳସେନାରେ ଯୋଗଦେଇ ଦୀର୍ଘବର୍ଷ ହେବ ଭାରତ ମା’ର ସେବା କରିଆସୁଥିଲେ ।
ଇଟିଭି ଭାରତ, ନୟାଗଡ଼