ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରୁ ପୁଲିସ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମର ସରିଫ୍ ୟୁଦିନ ଖାଁ । ତାଙ୍କଠାରୁ ୨ ଗ୍ରାମର ୧୫୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ସୂଚନା ମିଳିଛି ।
ବ୍ରାଉନସୁଗାର ଜବତ, ଜଣେ ଗିରଫ - brownsugar-seize
ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରୁ ପୁଲିସ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
![ବ୍ରାଉନସୁଗାର ଜବତ, ଜଣେ ଗିରଫ brownsugar-seize-and One arrested in-Nayagarh](https://etvbharatimages.akamaized.net/etvbharat/prod-images/768-512-10997376-678-10997376-1615650344528.jpg)
ବ୍ରାଉନସୁଗାର ଜବତ, ଜଣେ ଗିରଫ
ସେ ବାଲୁଗାଁ ଅଞ୍ଚଳକୁ ଆସି ବ୍ରାଉନସୁଗାର କାରବାର କରୁଥିବା ନେଇ ସୂଚନା ପାଇଁ ପୁଲିସ ଚଢ଼ାଉ କରିଥିଲା । ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ