ନୟାଗଡ: ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ନେଇ ବିକ୍ଷୋଭ । ନୟାଗଡ଼ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି । ସଦର ଥାନା ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ।
ମାହାଙ୍ଗା ହତ୍ୟା ଘଟଣା, ବିଜେପିର ବିକ୍ଷୋଭ - ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା
ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା । ପ୍ରତିବାଦରେ ନୟାଗଡରେ ବିଜେପି ପକ୍ଷରୁ ବିକ୍ଷୋଭ । ଅଧିକ ପଢନ୍ତୁ...
ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା : ବିଜେପି ପକ୍ଷରୁ ବିକ୍ଷୋଭ
ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣା : ବିଜେପି ପକ୍ଷରୁ ବିକ୍ଷୋଭ
ଏହି ଅବସରରେ ପରୀ ହତ୍ୟା ଘଟଣାକୁ ନେଇ ମଧ୍ୟ ନାରାବାଜି କରିଛନ୍ତି ଯୁବକର୍ମୀ l ମାହାଙ୍ଗାରେ ହୋଇଥିବା ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ