ଓଡିଶା

odisha

ETV Bharat / state

ନୟାଗଡରେ ଅଫଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ - ଅଫଲାଇନ ପରୀକ୍ଷାକୁ ବିରୋଧ ନ୍ୟୁଜ

ନୟାଗଡରେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାସ୍ତା ଅବୋରଧ କଲେ ଛାତ୍ରଛାତ୍ରୀ । ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

student demand for online examination in nayagarh
ନୟାଗଡରେ ଅଫଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

By

Published : Feb 3, 2022, 8:42 PM IST

ନୟାଗଡ: ନୟାଗଡାରେ ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାସ୍ତା ଅବୋରଧ କରିଛନ୍ତି ଛାତ୍ରଛାତ୍ରୀ । ଟାୟାର ଜାଳି ଛାତ୍ରଛାତ୍ରୀ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି । ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ରାସ୍ତାରୋକ କରିଛନ୍ତି ।

ନୟାଗଡରେ ଅଫଲାଇନ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଏହାମଧ୍ୟ ପଢନ୍ତୁ:ରଥଯାତ୍ରା ପାଇଁ ନୟାଗଡରୁ ଶ୍ରୀକ୍ଷେତ୍ରକୁ ଗଲା 63 ଖଣ୍ଡ ରଥକାଠ

ଏପର୍ଯ୍ୟନ୍ତ ସିଲାବସ ଅନୁଯାୟୀ ପାଠପଢା ସରି ନାହିଁ l ଅନଲାଇନ ପାଠପଢା ସଠିକ ଭାବେ ହେଉନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଫଳରେ ଯୁକ୍ତ ୨ ପରୀକ୍ଷା ଅନଲାଇନରେ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଏଣୁ କିଭଳି ଭାବେ ଆମେ ପରୀକ୍ଷା ଦେବୁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି । 3ଟି କ୍ବାଟର ପରୀକ୍ଷାକୁ ଭିତ୍ତି କରି ବୋର୍ଡ ପରୀକ୍ଷା ମାର୍କ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details