ଓଡିଶା

odisha

ETV Bharat / state

‘ସରୋଜ ସାବାଳକ ନୁହେଁ ନାବାଳକ’ - ସରୋଜର ବୟସକୁ ନେଇ ପ୍ରତିକ୍ରିୟା ରଖିଲେ ଆଡ଼ଭୋକେଟ

ନୟାଗଡ ନାବାଳିକା ହତ୍ୟା ଘଟଣାର ଅଭିଯୁକ୍ତ ସରୋଜର ବୟସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଡ଼ଭୋକେଟ । ସେ କହିଛନ୍ତି ଅଭିଯୁକ୍ତ ସରୋଜ ଏବେ ନାବାଳକ ଅଛି । ସାବାଳକ ନୁହେଁ । ଅଧିକ ପଢନ୍ତୁ...

ସରୋଜର ବୟସକୁ ନେଇ ପ୍ରତିକ୍ରିୟା  ରଖିଲେ ଆଡ଼ଭୋକେଟ
ସରୋଜର ବୟସକୁ ନେଇ ପ୍ରତିକ୍ରିୟା ରଖିଲେ ଆଡ଼ଭୋକେଟ

By

Published : Dec 25, 2020, 11:59 AM IST

ନୟାଗଡ଼: ନୟାଗଡ ନାବାଳିକା ହତ୍ୟା ଘଟଣାର ଅଭିଯୁକ୍ତ ସରୋଜର ବୟସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଡ଼ଭୋକେଟ । ସେ କହିଛନ୍ତି ଅଭିଯୁକ୍ତ ସରୋଜ ଏବେ ନାବାଳକ ଅଛି, ସାବାଳକ ନୁହେଁ ।

ସରୋଜର ବୟସକୁ ନେଇ ପ୍ରତିକ୍ରିୟା ରଖିଲେ ଆଡ଼ଭୋକେଟ

ତେବେ ଗୁରୁବାର ସନ୍ଧ୍ୟାରେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର ହୋଇଥିଲା ନୟାଗଡ ନାବାଳିକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ । ସରୋଜକୁ 3 ଦିନିଆ ରିମାଣ୍ଡର ଅବଧି ସାରି କୋର୍ଟରେ ହାଜର କରିଥିଲା SIT l

ଏହାପରେ ସରୋଜକୁ ବିଚାର ବିଭାଗୀୟ ହାଜତକୁ ପଠାଇଯାଇଥିଲା l ସେ ଏବେ ନୟାଗଡ଼ ଜେଲରେ ଅଛି l ସରୋଜ ଠାରୁ ଅନେକ ତଥ୍ୟ ଓଗାଳିଛି SIT l ପରେ ଯଦୁପୁରକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ସରୋଜ l ସରୋଜକୁ କୋର୍ଟରେ ହାଜର କରାଇବା ପରେ ସରୋଜଙ୍କ ଓକିଲ ପ୍ରଫୁଲ୍ଲ ଶତପଥୀ ବୟସକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details