ଓଡିଶା

odisha

ETV Bharat / state

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ବାଇକ - bike caught fire

ନୟାଗଡ଼ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ହୁତୁହୁତୁ ହୋଇ ଜଳିଲା ବାଇକ l ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ବାଇକ
ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ବାଇକ

By

Published : Apr 6, 2021, 4:55 PM IST

ନୟାଗଡ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ବାଇକ l ନୟାଗଡ଼ ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରେ ଥିବା ଏକ ବାଇକ ହଠାତ ଜଳି ଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ବାଇକରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ବାଇକ

ତେବେ ରାସ୍ତା ଉପରେ ବାଇକଟି ଥୁଆ ହୋଇଥିବାବେଳେ କିପରି ଏଥିରେ ନିଆଁ ଲାଗିଲା, ସେନେଇ କିଛି ସ୍ପଷ୍ଟ ହୋଇଛି । ନିଆଁରେ ଗାଡିଟି ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details