ଓଡିଶା

odisha

ରଣପୁରରୁ 250 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

By

Published : Feb 6, 2021, 6:56 PM IST

ନୟାଗଡ ରଣପୁରରୁ ବ୍ରାଉନସୁଗାର କାରବାରରେ ଜଣେ ଗିରଫ । ଅଭିଯୁକ୍ତ ନିକଟରୁ 250 ଗ୍ରାମ ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ...

ରଣପୁରରୁ 250 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
ରଣପୁରରୁ 250 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ନୟାଗଡ:ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ l ନୟାଗଡ ରଣପୁର ଥାନା ଅଧୀନ ରାଜସୁନାଖଳା-ରଣପୁର ରୋଡ଼ରୁ ଶୁକ୍ରବାର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ l ଅଭିଯୁକ୍ତ ନିକଟରୁ 250 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅଭିଯୁକ୍ତଟି ବାଉଁଶିଆ ଗ୍ରାମ ପ୍ରକାଶ ଚନ୍ଦ୍ର ବେହେରା ହୋଇଥିବା ଜଣାପଡିଛି ।

ଏନେଇ ରଣପୁର ଥାନାରେ ଏକ ମାମଲା ରୁଜୁ ହୋଇଛି l ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details