ଓଡିଶା

odisha

ଏସିର ତମ୍ବା ପାଇପ ଓ ତାର ଚୋରି କରି 2 ଗିରଫ

ଏସିର ତମ୍ବା ପାଇପ ଏବଂ ମୁଲ୍ୟବାନ ତାର ଚୋରି କରିଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲମ କରିଛି ନୟାଗଡ଼ ଟାଉନଥାନା ପୋଲିସ । ଅଧିକ ପଢନ୍ତୁ...

By

Published : Oct 28, 2020, 1:49 PM IST

Published : Oct 28, 2020, 1:49 PM IST

2 arrested for AC copper pipe theft
ଏସି ତମ୍ବା ପାଇପ, ତାର ଚୋରି କରି 2 ଗିରଫ

ନୟାଗଡ଼: ଏସିର ତମ୍ବା ପାଇପ ଏବଂ ମୁଲ୍ୟବାନ ତାର ଚୋରୀ କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନଥାନା ପୋଲିସ । ମିଳିଥିବା ସୂଚନାମୁତାବକ, ନୟାଗଡ଼ ଟାଉନଥାନା ବେବର୍ତ୍ତାପଲ୍ଲୀ ନିକଟରେ ଥିବା ଜୀବନ ପାତ୍ରଙ୍କ ଜିମ ସେଣ୍ଟରେ ଲାଗିଥିବା ଏସି ଗୁଡ଼ିକର ତମ୍ବା ପାଇପ ଏବଂ ମୁଲ୍ୟବାନ ତାର କିଛି ଚୋରୀ ହୋଇଥିଲା । ଏହାକୁ ନେଇ ଜୀବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଏହି ଘଟଣାରେ ବେବର୍ତ୍ତାପଲ୍ଳୀ ଗ୍ରାମର ସୁନିଲ ନାୟକ ଏବଂ ବରପଲ୍ଲୀ ଗ୍ରାମର ଚକ୍ରଧର ନନ୍ଦଙ୍କ ପୁଅ ଉଦୟନାଥ ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details