ଓଡିଶା

odisha

ETV Bharat / state

15 କିଲୋ ହରିଣ ମାଂସ ଜବତ, ବାପ ପୁଅ ଗିରଫ - father and son arrested in nayagarh

ଗଣିଆ ବନବିଭାଗ ପକ୍ଷର ଓ୍ବାଲିପୁର ଗାଁରେ ଚଢାଉ । ୧୫ କିଲୋ ହରିଣ ମାଂସ ଜବତ କରାଯିବା ସହ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଓ୍ବାଲିପୁର ଗାଁର ବାପ ପୁଅ ତ୍ରିନାଥ ପଣ୍ଡା ଓ ଅଜିତ କୁମାର ପଣ୍ଡା । ଅଧିକ ପଢନ୍ତୁ...

15 କିଲୋ ହରିଣ ମାଂସ ଜବତ, ବାପ ପୁଅ ଗିରଫ
15 କିଲୋ ହରିଣ ମାଂସ ଜବତ, ବାପ ପୁଅ ଗିରଫ

By

Published : Mar 19, 2021, 5:51 PM IST

ନୟାଗଡ଼ :ଗଣିଆ ବନବିଭାଗ ପକ୍ଷର ଓ୍ବାଲିପୁର ଗାଁରେ ଚଢାଉ । ୧୫ କିଲୋ ହରିଣ ମାଂସ ଜବତ କରାଯିବା ସହ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଓ୍ବାଲିପୁର ଗାଁର ବାପ ପୁଅ ତ୍ରିନାଥ ପଣ୍ଡା ଓ ଅଜିତ କୁମାର ପଣ୍ଡା ।

15 କିଲୋ ହରିଣ ମାଂସ ଜବତ, ବାପ ପୁଅ ଗିରଫ

ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ସୋନାଲି ସିଓ, ଓ୍ବାଲିପୁର ଗାଁରେ ଚଢାଉ କରି ଘଟଣାସ୍ଥଳରୁ ବାପ ପୁଅଙ୍କୁ ଧରିବା ସହ ମାଂସ କଟାରେ ବ୍ୟବହୃତ ଚାପଡ, ଛୁରୀ, ଆଦି ଜବତ କରିଛନ୍ତି । ହରିଣ ଶୀକାରରେ ଆଉ ଜଣେ ଅଭିଯୁକ୍ତ ରାମଚନ୍ଦ୍ର ପ୍ରଧାନ ଫେରାର ଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି । ଗୋଟିଏ ପଟେ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଅନ୍ୟପଟେ ବନ୍ୟଜନ୍ତୁ ଶିକାର ହେଉଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details