ନବରଙ୍ଗପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉମରକୋଟ ସିଂସାରୀ ପଞ୍ଚାୟତ ଗ୍ରାମ ରୋଜଗାର ସହାୟକ ( GRS) ହିମାଂଶୁ ବାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଉମରକୋଟ ଭଗବତୀ ସାହିସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ।
ଭିଜିଲାନ୍ସ ଜାଲରେ GRS ହିମାଂଶୁ ବାଗ୍ - vigilance raid on grs himansu bagh
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉମରକୋଟ ସିଂସାରୀ ପଞ୍ଚାୟତ GRS ହିମାଂଶୁ ବାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

GRS ହିମାଂଶୁ ବାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ