ଓଡିଶା

odisha

ETV Bharat / state

5 ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ସୁପରଭାଇଜର - ଭିଜିଲାନ୍ସ ହାତରେ ଧରାପଡିଲେ ନବରଙ୍ଗପୁର ସୁପରଭାଇଜର

ସ୍ବିପର ଚାକିରୀ କରାଇ ଦେବା ନାଁରେ ଜଣଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଡାକ୍ତରଖାନାର ହାଉସ କିପିଂ ସୁପରଭାଇଜର କବିର ମୋହନ ଦୀପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Nov 16, 2019, 4:40 PM IST

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ହାଉସ କିପିଂ ସୁପରଭାଇଜର । ସ୍ବିପର ଚାକିରୀ କରାଇ ଦେବା ନାଁରେ ଜଣଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଡାକ୍ତରଖାନାର ହାଉସ କିପିଂ ସୁପରଭାଇଜର କବିର ମୋହନ ଦୀପ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କୁକୁଡ଼ାବାଇ ଗ୍ରାମର ମାର୍ଗ ଭତରାଙ୍କୁ ସ୍ବିପର ଚାକିରୀ କରାଇଦେବା ନଁରେ ସୁପରଭାଇଜର 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି l ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details