ଓଡିଶା

odisha

By

Published : Nov 28, 2019, 9:29 AM IST

ETV Bharat / state

ବିଜେଡି ପକ୍ଷରୁ 6 ଘଣ୍ଟିଆ ଉମରକୋଟ ବନ୍ଦ ଡାକରା

ଉମରକୋଟ-ଲିକ୍କିମା ରାସ୍ତା ନିର୍ମାଣରେ ଦୁର୍ନୀତିର ତଦନ୍ତ କରି ବିଜେଡି ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

nabarangpur
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁର: ଉମରକୋଟ-ଲିକ୍କିମା ଜାତୀୟ ରାଜପଥ କାମରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ପାପଡାହାଣ୍ଡି- ଲିକ୍କିମା ଜାତୀୟ ରାଜପଥ କାମ ଦାବି କରି ବିଜେଡି ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ତଥା ଗାଡ଼ି ଚଳାଚଳ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details