ନବରଙ୍ଗପୁର: ଜିଲ୍ଲା ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡର ୧୪ ନମ୍ବର ବୁଥରେ ଅଧ୍ୟକ୍ଷା ପଦବୀ ପାଇଁ ଚାଲିଛି ସାନି ମତଦାନ । ଗୁରୁବାର(ଗତକାଲି) ଉଦ୍ଧିଷ୍ଟ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଇଭିଏମ୍ ମେସିନରେ ଉମରକୋଟ ପୌର ପରିଷଦର ପ୍ରାର୍ଥୀଙ୍କ ସ୍ଥାନରେ ନବରଙ୍ଗପୁର ପୌର ପରିଷଦର ପ୍ରାର୍ଥୀଙ୍କ ନାମ ରହିଥିଲା।
ଏହାବି ପଢନ୍ତୁ :REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି