ଓଡିଶା

odisha

ETV Bharat / state

ଦଳୀୟ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି - ସାଧାରଣ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି

ଦଳୀୟ କର୍ମୀଙ୍କ ଶେଷକୃତ୍ୟ କାର୍ଯ୍ୟରେ ସାମିଲ ହୋଇ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Ramesh majhi join party workers funeral
ସାଧାରଣ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି

By

Published : Dec 28, 2019, 9:34 PM IST

ନବରଙ୍ଗପୁର: ସାଧାରଣ କର୍ମୀର ଶେଷକୃତ୍ୟ କାର୍ଯ୍ୟରେ ସାମିଲ ହୋଇ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ।

ସାଧାରଣ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି

ନବରଙ୍ଗପୁର ସଦର ମହକୁମାଠାରେ ଅଭିରାମ ଗୌଡ଼ ନାମକ ବିଜେଡ଼ିର ଜଣେ କର୍ମୀଙ୍କ ଶନିବାର ମୃତ୍ୟୁ ହୋଇଛି । ଦଳୀୟ କର୍ମୀଙ୍କ ମୃତ୍ୟୁ ଖବର ପାଇ ତୁରନ୍ତ ସାଂସଦ ରମେଶ ମାଝି ଅଭିରାମଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ପରିବାର ଲୋକଙ୍କୁ ଆଶ୍ବସନା ଦେବା ସହ ଅଭିରାମଙ୍କ ଶେଷକୃତ୍ୟ କାର୍ଯ୍ୟ ସାମିଲ ହୋଇଥିଲେ । ସାଂସଦ ଏହି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details