ନବରଙ୍ଗପୁର: କୋରୋନା ମୁକାବିଲା ପାଇଁ ଆକାଂକ୍ଷା ଜିଲ୍ଲା ନବରଙ୍ଗପୁରର ପଞ୍ଚାୟତ ଗୁଡିକରେ କରାଯାଇଛି କ୍ବାରେଣ୍ଟାଇନ ସେଣ୍ଟର । ସମସ୍ତ ସେଣ୍ଟର ସଫାସୁତୁରା ରହିବା ସହ ମିଳୁଛି ସୁଦ୍ଧ ପାଣି । ଏନେଇ ଟ୍ବିଟ୍ କରି ଜଣାଇଛି ନୀତି ଆୟୋଗ ।
ନବରଙ୍ଗପୁରର ପଞ୍ଚାୟତ ଗୁଡିକରେ କ୍ବାରେଣ୍ଟାଇନ ସେଣ୍ଟର, ଟ୍ବିଟ୍ କରି ଜଣାଇଲା ନୀତି ଆୟୋଗ - AspirationalDistrict Nabarangpur
କୋରୋନା ମୁକାବିଲା ପାଇଁ ଆକାଂକ୍ଷା ଜିଲ୍ଲା ନବରଙ୍ଗପୁରର ପଞ୍ଚାୟତ ଗୁଡିକରେ କରାଯାଇଛି କ୍ବାରେଣ୍ଟାଇନ ସେଣ୍ଟର । ସମସ୍ତ ସେଣ୍ଟର ସଫାସୁତୁରା ରହିବା ସହ ମିଳୁଛି ସୁଦ୍ଧ ପାଣି । ଏନେଇ ଟ୍ବିଟ୍ କରି ଜଣାଇଛି ନୀତି ଆୟୋଗ । ଅଧିକ ପଢନ୍ତୁ...
![ନବରଙ୍ଗପୁରର ପଞ୍ଚାୟତ ଗୁଡିକରେ କ୍ବାରେଣ୍ଟାଇନ ସେଣ୍ଟର, ଟ୍ବିଟ୍ କରି ଜଣାଇଲା ନୀତି ଆୟୋଗ Quarantine Centers](https://etvbharatimages.akamaized.net/etvbharat/prod-images/768-512-6708676-thumbnail-3x2-corona.jpg)
ନବରଙ୍ଗପୁରର ପଞ୍ଚାୟତ ଗୁଡିକରେ କ୍ବାରେଣ୍ଟାଇନ ସେଣ୍ଟର, ଟ୍ବିଟ୍ କରି ଜଣାଇଲା ନୀତି ଆୟୋଗ
‘ହିମତ୍ ରଙ୍ଗ ଲାଏଗୀ !’ ଶୀର୍ଷକରେ ଟ୍ବିଟ୍ କରି ନୀତି ଆୟୋଗ କିଛି କ୍ବାରେଣ୍ଟାଇନ ସେଣ୍ଟରର ଫଟୋ ଛାଡିବା ସହ କିପରି ସବୁ ସୁବିଧା ଏଠାରେ ଉପଲବ୍ଧ ହେଉଛି ତାହା ଜଣାଇଛି । ଏଠାରେ ସୁଦ୍ଧ ପାଣି, ଇଲେକ୍ଟ୍ରିସିଟି, ଟଏଲେଟ୍ ଆଦି ଥିବା ଟ୍ବିଟ୍ରେ ଦର୍ଶାଯାଇଛି ।