ଓଡିଶା

odisha

ETV Bharat / state

ଜାଣନ୍ତୁ କେମିତି ଜେଲରୁ ଚମ୍ପଟ ମାରିଲା କଏଦୀ ?

ନବରଙ୍ଗପୁର ପାପଡାହାଣ୍ଡି ଥାନା ହାଜତରୁ କଏଦୀ ଚମ୍ପଟ । ଡକାୟତି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ ।

By

Published : Nov 13, 2019, 10:19 AM IST

Updated : Nov 13, 2019, 12:29 PM IST

ଜେଲରୁ ଚମ୍ପଟ ମାରିଲା କଏଦୀ

ନବରଙ୍ଗପୁର: ପାପଡାହାଣ୍ଡି ଥାନା ହାଜତରୁ କଏଦୀ ଫେରାର । ପରିଶ୍ରା କରିବାକୁ ଯାଇ ଚମ୍ପଟ ମାରିଛି ଅଭିଯୁକ୍ତ । ଏକ ଡକାୟତି ମାମଲାର ସନ୍ଦେହରେ ଗିରଫ ହୋଇଥିଲା । କଏଦୀ ଜଣକ ତେନ୍ତୁଳିଖୁଣ୍ଟି ବ୍ଲକ ପଠାଣଗୁଡା ଗାଁର ହରିଜନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Nov 13, 2019, 12:29 PM IST

ABOUT THE AUTHOR

...view details