ନବରଙ୍ଗପୁର: ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ । ବିଗତ 26 ଅକ୍ଟୋବର 2018 ରେ ନବରଙ୍ଗପୁର ଜିଲ୍ଲା ନିସନା ହାଣ୍ଡି ଗ୍ରାମରେ ଏକ ଜମି ଜମା ବିବାଦକୁ ନେଇ ଗ୍ରାମର ସଦା ଭତରାଙ୍କୁ ଅଭିଯୁକ୍ତ ପୁରନ ଭତରା ଲୁହା ରଡ ଏବଂ ପଥର ଛେଚି ହତ୍ୟା କରିଥିଲା ।
ଜମିଜମା ବିବାଦ ନେଇ ହତ୍ୟାକାଣ୍ଡ, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ - ନବରଙ୍ଗପୁର
ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ । ବିଗତ 26 ଅକ୍ଟୋବର 2018 ରେ ନବରଙ୍ଗପୁର ଜିଲ୍ଲା ନିସନା ହାଣ୍ଡି ଗ୍ରାମରେ ଏକ ଜମି ଜମା ବିବାଦକୁ ନେଇ ଗ୍ରାମର ସଦା ଭତରାଙ୍କୁ ଅଭିଯୁକ୍ତ ପୁରନ ଭତରା ଲୁହା ରଡ ଏବଂ ପଥର ଛେଚି ହତ୍ୟା କରିଥିଲା । ଅଧିକ ପଢନ୍ତୁ...
![ଜମିଜମା ବିବାଦ ନେଇ ହତ୍ୟାକାଣ୍ଡ, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ହତ୍ୟା ଅଭିଯୁକ୍ତକୁ ଆଜୀବନ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶକାରାଦଣ୍ଡାଦେଶ](https://etvbharatimages.akamaized.net/etvbharat/prod-images/768-512-13465461-thumbnail-3x2-kk.jpeg)
ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ଏହି ମାମଲାର ଶୁଣାଣି କରି ଆଜି (ମଙ୍ଗଳବାର) ଜିଲ୍ଲା ଦୌରାଜଜ ଅଶୋକ କୁମାର ପଣ୍ଡା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡା ଦେଶ ସହ 5ହଜାର ଟଙ୍କା ଜୋରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ