ନବରଙ୍ଗପୁର:ଜିଲ୍ଲାରେ ଯୋଗଦେବେ ନୂତନ ଜିଲ୍ଲାପାଳ ।କମଳଲୋଚନ ମିଶ୍ର ହେବେ ନବରଙ୍ଗପୁରର ନୂତନ ଜିଲ୍ଲାପାଳ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନବରଙ୍ଗପୁରର ନୂତନ ଜିଲ୍ଲାପାଳ କମଳଲୋଚନ ମିଶ୍ର - nabarangpur New collector
ନବରଙ୍ଗପୁରର ଜିଲ୍ଲାପାଳ ଅଜିତ ମିଶ୍ରଙ୍କ ଅବସର । ତାଙ୍କ ସ୍ଥାନରେ ନିଯୁକ୍ତି ହେଲେ କମଳଲୋଚନ ମିଶ୍ର ଅଧିକ ପଢନ୍ତୁ...
କମଳଲୋଚନ ମିଶ୍ର ହେବେ ନବରଙ୍ଗପୁରର ନୂତନ ଜିଲ୍ଲାପାଳ
ରବିବାର ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ କମଳଲୋଚନ ମିଶ୍ରଙ୍କୁ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେ ଏକ୍ଜୁକେଟିଭ୍ ଡାଇରେକ୍ଟର ଓସଡମା ଭାବେ କାର୍ଯ୍ୟ କରୁଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ