ଓଡିଶା

odisha

ETV Bharat / state

ସାଇକେଲ ଯୋଗେ ତେନ୍ତୁଳିଖୁଣ୍ଟି ପହଞ୍ଚିଲେ ନବରଙ୍ଗପୁର ଏସପି - SP reached Tentulikhunti by bicycle

ସାଇକେଲ ଧରି ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସପି ନିତିନ କୁସଲ । 25 କିଲୋମିଟର ଦୂରତାକୁ ଖାତିର ନକରି ଥାନା ପରିଦର୍ଶନ କରି ଅଞ୍ଚଳର ହାଲଚାଲ ପଚାରିବୁଝିଛନ୍ତି ଏସପି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାଇକେଲ ଯୋଗେ ତେନ୍ତୁଳିଖୁଣ୍ଟି ପହଞ୍ଚିଲେ ନବରଙ୍ଗପୁର ଏସପି
ସାଇକେଲ ଯୋଗେ ତେନ୍ତୁଳିଖୁଣ୍ଟି ପହଞ୍ଚିଲେ ନବରଙ୍ଗପୁର ଏସପି

By

Published : May 20, 2020, 1:10 AM IST

ନବରଙ୍ଗପୁର: ସାଇକଲରେ ଯାଇ ଥାନା ପରିଦର୍ଶନ କରିଛନ୍ତି ନବରଙ୍ଗପୁର ଏସପି ନିତିନ କୁସଲ । ମଙ୍ଗଳବାର ସନ୍ଧ୍ୟା ସମୟରେ ନିଜେ ଏକ ସାଇକେଲ ଧରି ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ନବରଙ୍ଗପୁର ଠାରୁ ତେନ୍ତୁଳିଖୁଣ୍ଟି ଦୂରତା 25 କିଲୋମିଟର ରହିଛି ।

ସାଇକେଲ ଯୋଗେ ତେନ୍ତୁଳିଖୁଣ୍ଟି ପହଞ୍ଚିଲେ ନବରଙ୍ଗପୁର ଏସପି

ଏହାକୁ ଖାତିରି ନକରି ହଠାତ ନବରଙ୍ଗପୁର ଏସପି ନିତିନ କୁସଲ କର ସାଇକେଲ୍ ମାଧ୍ୟମରେ ତେନ୍ତୁଳିଖୁଣ୍ଟି ପୋଲିସ ଷ୍ଟେସନକୁ ପହଞ୍ଚିଥିଲେ, ଏବଂ ଆଇଆଇସି ପରମାନନ୍ଦ ସୁନାନୀଙ୍କ ସହିତ ଅଞ୍ଚଳର ହାଲଚାଲ ବୁଝି ଉତ୍ତମ ଭାବରେ କାର୍ଯ୍ୟ କରିବା ପାଇଁ କହିଥିଲେ । ଏହିପ୍ରକାର ପରିଦର୍ଶନ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details