ନବରଙ୍ଗପୁର: ବଦଳି ହେଲେ ନବରଙ୍ଗପୁର ଜିଲ୍ଲାର କ୍ଷେତ୍ର ବନଖଣ୍ଡ ଅଧିକାରୀ (Divisional Forest Officer) ।
ବଦଳିଲେ ନବରଙ୍ଗପୁର Divisional Forest Officer ନବରଙ୍ଗପୁର କ୍ଷେତ୍ର ବନଖଣ୍ଡ ଅଧିକାରୀ (ଡିଏଫଓ) ଭାବେ କାର୍ଯ୍ୟ କରୁଥିବା ମଗର ଧନାଜୀ ରାଓସଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ଅନୁଗୁଳ DFO ଭାବେ କାର୍ଯ୍ୟ କରୁଥିବା ପ୍ରସନ୍ନ କୁମାର ବେହେରା ଯୋଗଦେବେ।
ବଦଳିଲେ ନବରଙ୍ଗପୁର Divisional Forest Officer ଏନେଇ ଓଡିଶା ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଵିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଡିଏଫଓ ମଗର ଧନାଜୀ ରାଓସ ଗତ ୨୦୨୦ ମସିହା ଫେବୃଆରୀ ମାସରେ ନବରଙ୍ଗପୁରଠା ଡିଏଫଓ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।
ସେ ପ୍ରାୟ ଏକ ବର୍ଷ ୧୦ ମାସ କାଳ ରହିବା ପରେ ତାଙ୍କୁ ବଦଳି କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି